Breaking News

ଲଗାଣ ବର୍ଷାରେ ବିଶ୍ବ ପ୍ରସିଦ୍ଧି ସୂର୍ଯ୍ୟମନ୍ଦିର ଉବୁଟୁବୁ


J Sethi
konark news
   କୋଣାର୍କ----- ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଉବୁଟୁବୁ।    ଲଗାଣ  ବର୍ଷା ର  ପ୍ରଭାବ  ଅର୍କକ୍ଷେତ୍ର  କୋଣାର୍କ ରେ  ଦେଖିବାକୁ  ମିଳିଛି ।   ଦୁଇ ଦିନ ହେଲା ଦିନ ରାତି ବର୍ଷା  ଲାଗି  ରହିଥିବାରୁ  ସିଧା ସଳଖ ଏହାର  ପ୍ରଭାବ  ସୂର୍ଯ୍ୟ ମନ୍ଦିର ଉପରେ ପଡିଛି ।  ବର୍ଷା  ଲାଗି  ରହିଥିବା  ଯୋଗୁ କୋଣାର୍କରେ ପର୍ଯ୍ୟଟକଙ୍କର  ସଂଖ୍ୟା  କମ  ରହିଥିବା ଜଣାପଡିଛି । ଯେଉଁ  ପର୍ଯ୍ୟଟକ  ମାନେ  ଆସିଛନ୍ତି  ସେମାନେ  ଛତା  ଧରି  ସୂର୍ଯ୍ୟ ମନ୍ଦିର  ବୁଲୁଥିବା  ଦେଖିବାକୁ  ମିଳିଛି । ମାତ୍ର  ବର୍ଷା ଲାଗିରହିଥିବା ଯୋଗୁ  କୋଣାର୍କ ମନ୍ଦିର ପରିସରରେ  କେତେକ ସ୍ଥାନ ରେ  ବର୍ଷା ପାଣି  ଜମି  ରହିଥିବାରୁ  ପର୍ଯ୍ୟଟକ ମାନେ ଅସନ୍ତୋଷ  ପ୍ରକାଶ କରିଛନ୍ତି । କୋଣାର୍କରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts