Breaking News

>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଶିକ୍ଷକଙ୍କୁ ଧମକ ଚମକ; ଥାନାରେ ଅଭିଯୋଗ କଲା ପରିଚାଳନା କମିଟି

    ହାଟଡ଼ିହି---- ହାଟଡିହି ବ୍ଲକ ଦଲିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧମକ ଦେବା ଓ ଭିଡିଓ ଭାଇରାଲ ଘଟଣାରେ ଆଜି ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ସୋସୋ ଥାନରେ ଲିଖିତ ଭାବେ ଅଭିଯୋଗ କରିବା ସହ  କାର୍ଯ୍ୟ।।ନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ହଦଗଡର ମଦନ ନନ୍ଦୀ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍କୁଲରେ ପସି ବିନାନୁମତିରେ ଭିଡିଓ ଚିତ୍ର ଉତ୍ତୋଳନ କରି ସ୍କୁଲଟିକୁ ନିନ୍ଦିତ କରିବାକୁ  ଉଦ୍ଦ୍ୟମ ଏହାର ସୁଯୋଗ ନେଇ  କେତେଜଣ ଖବରଦାତା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧମକ ଦେଇ ଅର୍ଥ ଦାବି କରୁଛନ୍ତି  ବୋଲି ଅଭିଯୋଗ କରିଛନ୍ତି । ସେହିପରି ପୁର୍ବତନ ସଭାପତି ରବିନ୍ଦ୍ର ଦେହୁରୀ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ସୁଉଦାପତ୍ର ଦେଉଥିବା ଦୋକାନୀକୁ ବାକି କାହିଁଖି ଦେଉଛୁ ବୋଲି ଧମକାଇବା, ଶିକ୍ଷକମାନଙ୍କୁ ଆଣ୍ଠେଇଦେବି ବୋଲି  ଧମକାଇବା, ଶିକ୍ଷକ ମାନଙ୍କ ବିରୁଦ୍ଧରେ କିଛି ଗ୍ରାମବାସୀଙ୍କୁ ଉସୁକାଇବା, ବିଭିନ୍ନ ପଦାଧିକାରୀଙ୍କ ନିକଟରେ ମିଥ୍ୟା ଅଭିଯୋଗମାନ ରହିଛି ବୋଲି ପ୍ରଧାନ ଶିକ୍ଷକ ପିତାବସ ପ୍ରଧାନ, କମିଟି ସଭାପତି ଚକ୍ରଧର ହୋ କହିଛନ୍ତି ।
     ହାଟଡିହିରୁ ବିକାଶ ବିଶ୍ୱାଳ
    sakhigopal news
    hatadihi news
    odisha news

    Blog Archive

    Popular Posts