Breaking News

ଡିଜିଟାଲ ଆର୍ଥିକ ସାକ୍ଷରତା ଅଭିଯାନ


B mohapatra sakhigopal news, satyabadi news
pipili News
ପିପିଲି-----ପିପିଲି ବ୍ଲକ ଅଧିନସ୍ଥ ହାଟସାହି ପଞ୍ଚାୟତର ପୋଡାଗୁଣ ଠାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ  ପିପିଲି ଶାଖା ଦ୍ୱାରା ଆୟୋଜିତ ନାବାର୍ଡ ସହାୟତାରେ ଡିଜିଟାଲ ଆର୍ଥିକ ସାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି  । ଆୟୋଜନ କରାଯାଇଛି । ଅନୁଷ୍ଠିତ ସଭାରେ  ପିପିଲି ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ସୂର୍ଯ୍ୟ ପ୍ରସାଦ ରଥ ସଭାପତିତ୍ୱ କରିଥିଲେ  ।  ମୁଖ୍ୟ ଅତିଥିଭାବେ ପିପିଲି  କଲେଜ ସଂସ୍କୁତ ଅଧ୍ୟାପିକା ସୁନନ୍ଦା ତ୍ରିପାଠୀ , ସମ୍ମାନିତ ଅତିଥି ସୁରେଶ ଚନ୍ଦ୍ର ନାୟକ,  ମୁଖ୍ୟବକ୍ତା ଭାବେ ପ୍ରଭାସ ଚନ୍ଦ୍ର ମିଶ୍ର , ସମିତିସଭ୍ୟ ପ୍ରହଲ୍ଲାଦ ରାଉତ , ଶଶ୍ମିତା କୋଇନ୍ଦା ପ୍ରମୁଖ ଉପସ୍ଥିତ ଥିବା ଚାଷୀ ଓ ମହିଳାମାନଙ୍କୁ ନାବାର୍ଡ ସହାୟତାରେ ଆର୍ଥିକ ସାକ୍ଷରତା ଅଭିଯାନ ବିଷୟରେ ବିସ୍ତୁତ ଭାବେ ଆଲେଚନା କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର ।

Blog Archive

Popular Posts