>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ବରଗଡ଼ଜିଲ୍ଲା ଅତାବୀରା ନୋଡାଲ ବାଳକ ଉଚ୍ଚ ବିଦ୍ୟାଳୟ ରେ ତ୍ରି ଦିବସୀୟ ଅଷ୍ଟମ ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତାର ଉଦଯାପିତ

     ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଠାରେ ତ୍ରି ଦିବସୀୟ ଅଷ୍ଟମ ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତାର ଉଦଯାପିତ ହୋଇଯାଇଛି। ଉଦଯାପନି ଉତ୍ସବରେ ସଭାପତି ଡିପିସି ସୁଶାନ୍ତ ଚୋପଦାର ଅଧ୍ୟକ୍ଷତା  କରିଥିଲେ । ମୁଖ୍ୟ ଅତିଥି ଭାବେ  ଡ଼. ରବିନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ବାନୀତ ଅତିଥି ବିଇଓ ମଚିନ୍ଦ୍ର ମଲ୍ଲିକ , ବିଇଓ ରାଜାରାମ ମେହେର  ଉପସ୍ଥିତ ରହିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ   ସ୍ୱାଗତ ଭାଷଣ ଦେଇଥିଲେ।  ଜିଲ୍ଲା ଶାରୀରିକ ଅଧିକାରୀ ତ୍ରୈଲୋକ୍ୟ ନାଏକ ବିବରଣୀ ପାଠ କରିଥିଲେ ।  ସଭାରେ ସଂଯୋଜନା କରିଥିଲେ କ୍ରିଡ଼ା ଶିକ୍ଷକ ମନସୀ ପାତ୍ର । ସେହିପରି ସ୍କୁଲର କ୍ରୀଡା ଶିକ୍ଷକ ଲବ ସାହୁ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା କ୍ରୀଡା ପତାକା ଅବତରଣ କରାଯାଇଥିଲା ।
      ଏଠାରେ ବଛା ବଛା ଖେଳାଳି  ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହେଇଥିଲା  । ବିଜୟ ଲାଭକରି ଥିବା ଦଳ ରାଜ୍ୟ ସ୍ତରୀରେ ଖେଳିବେ । ବାଳକ-୧୭ବର୍ଷରୁ କମ ପଦ୍ମପୁର ବ୍ଲକ ଚମ୍ପିୟାନ ହୋଇଥିବା ବେଳେ ବିଜେପୁର ବ୍ଲକ ରନସ ହୋଇଥିଲା । ସେହିପରି ବାଳିକା ବିଭାଗରେ ଗାଇସିଲେଟ ବ୍ଲକ ଉଇନର ଓ ଭେଡେନ ବ୍ଲକ ରନସ ହୋଇଥିଲେ।  ୧୪ ବର୍ଷରୁ  କମ ଛାତ୍ର ବିଭାଗରେ  ଅତାବିରା ବ୍ଲକ ଉଇନର ଓ ଭଟଲି ବ୍ଲକ ରନସ ହୋଇଥିଲେ । ସେହିପରି ଛାତ୍ରୀ ବିଭାଗରେ ଗାଇସିଲେଟ ବ୍ଲକ ଉଇନର ଓ ବିଜେପୁର ବ୍ଲକ ରନସ ହୋଇଥିଲେ । ରାଜ୍ୟ ସ୍ତରୀୟ ଖେଳ ପାଇଁ ବିବେଚିତ ହୋଇଛନ୍ତି।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ ଦାଶ । 


    ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

    Blog Archive

    Popular Posts