Breaking News

ସଡକ ଦୁର୍ଘଟଣାରେ ଦୁଇ ମୃତ


D Senapati
Sajhigopal news
ସାକ୍ଷୀଗୋପାଳ--- ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ଓଭରବ୍ରିଜ ଉପରେ ଶୁକ୍ରବାର ରାତିରେ ବାଇକ ସହ ଉଇଙ୍ଗର ଏକ ଯାତ୍ରୀବାହି ଗାଡି ସହିତ ମୁହାଁଭୁହିଁ ଧକ୍କା ଲାଗିଥିଲା  । ଯାହାକି ମଟର ସାଇକେଲ ଆରୋହୀ ଓ ପଛରେ ବସିଥିବା ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ  । ସେମାନେ ହେଲେ ସେବକସାହିର ୍ଜ୍ଞାନରଞ୍ଜନ ଶତପଥୀ ( ପାକା) ଓ ଗବପଡା ଗ୍ରାମର ଦୀନବନ୍ଧୁ ସ୍ୱାଇଁ ( କାଳିଆ) ଙ୍କୁ ଗୁରୁତର ଭାବେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା  । ସେଠାରେ କାଳିଆର ଅବସ୍ଥା ଗୁରୁତର ହେବାରୁ କଟକ ନିଆଯାଇଥିଲା  । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପାକାର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts