Breaking News

ଟ୍ରାଭେଲର ସହିତ ମଟର ସାଇକେଲର ମୁହାଁମୁହିଁ ଧକ୍କା; ଦୁଇ ମଟର ସାଇକେଲ ଆରୋହୀ ଆହତ


D Senapati
Sakhigopal news
 ସାକ୍ଷୀଗୋପାଳ କାଞ୍ଜିଆ ଗ୍ରାମ ପାଖ ତଥା ଜାତୀୟ ରାଜପଥନଂ୩୧୬ର ବାଇପାସ ଉପରେ ଏକ ଟ୍ରାଭେଲର ଗାଡି ସହିତ ମଟର ସାଇକେଲର ମୁହାଁମୁହିଁ ଧକ୍କା ଲାଗିଥିଲା  । ଯାହା ଫଳରେକି ମଟର ସାଇକେଲ ଆରୋହୀ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣେ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ଗଅପଡା ଗ୍ରାମର ଦିନବଧଂ ସ୍ୱାଇଁ ଓ ସେବକ ସାହିର ଜ୍ଞାନ ରଂଜନ ଶତପଥୀ ବୋଲି ଜଣାପଡିଛି ।  ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତ ଯୁବକ ମାନଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭତ୍ତି କରାଯାଇଥିଲା  । ସେଠାରେ ଦିନବନ୍ଧୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଥବା ଜଣାପଡିଛି  । ପୋଲିସ ଖବର ପାଇ ଦୁର୍ଗଟଣା ଗସ୍ତ ଦୁଇଟି ଯାକ ଗାଡି ଜବତ କରି ତଦନ୍ତ କରୁଥିବା ଜଣାପଡିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts