>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ଡେଲାଙ୍ଗ ବ୍ଳକରେ ଛତୁଆ ମିଶ୍ରଣ ଦିବସ ପାଳିତ


    D Senapati
    Delang News
    ଡେଲାଙ୍ଗ---- ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ବଣ୍ଟନ କରାଯାଉଥିବା ଛତୁଆ ନିମ୍ନ ମାନର ବୋଲି ବିଭିନ୍ନ ସମୟରେ ଅଭିଯୋଗ ମାନ ହୋଇ ଆସୁଥିଲା  । ଏହାକୁ ରୋକିବା ପାଇଁ ସରକାର ଏବେ ରାଜ୍ୟ ସାରା ଗୋଟିଏ ତାରିଖରେ ଛତୁଆ ମିଶ୍ରଶ ଦିବସ ପାଳନ ଆରମ୍ଭ କରିଛି । ପ୍ରତି ମାସରେ ୨୩  ତାରିଖରେ ଛତୁଆ ମିଶ୍ରଣ ହେବା ସହ ପ୍ୟାକିଙ୍ଗି କରାଯିବ ।  ଡେଲାଙ୍ଗ ବ୍ଳକରେ ମିଶନ ଶକ୍ତି ମାଙ୍କ ଦ୍ୱାରା ପ୍ରସ୍ତୁତି ଛତୁଆ ପ୍ରସ୍ତୁତି ପ୍ରକିୟା ଖୁବ ପ୍ରଶଂସନୀୟ ବୋଲି ମହିଳା  ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ଉପସଚିବ ବିଥିକା ସ୍ୱାଇଁ କହିଛନ୍ତି ।  କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମାନଙ୍କ ପାଇଁ ଉଚ୍ଚ ଗୁଣାତ୍ମକ ମାନର ଛତୁଆ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତି ମାସ ୨୩ ତାରିଖରେ ସମସ୍ତ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଛତୁଆ ମିଶ୍ରଣ ପ୍ରକିୟା କରାଯାଇଛି । ଡେଲାଙ୍ଗ ବ୍ଳକର ମିଶନ ଶକ୍ତି ମହିଳା ମହାସଂଗର ବଅଙ୍ଗ ସ୍ଥିତଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଡେଲାଙ୍ଗ ବ୍ଳକ ସିଡିପିଓ କାମିନୀ ପ୍ରଭା ସ୍ୱାଇଁଙ୍କ ତତ୍ୱବଧାନରେ ଛତୁଆ ମିଶ୍ରଣ ପର୍ବ ପାଳିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ୱାଞ୍ଜଳି ମହାପାତ୍ର, ସୁପରଭାଇଜର ଶାନ୍ତିଲତା ବାରିକ, ସଂଘମିତ୍ରା ବେହେରା, ସରୋଜିନି ବେହେରା, ଓ ମିଶନ ଶକ୍ତି ଜି୍ଲ୍ଲା ପ୍ରକଳ୍ପ ସଂଯୋଜିକା ଆରତୀ ସାହୁ ଓ ବ୍ଳକ ପ୍ରକଳ୍ପ ସଂଯୋଜିକା ନନ୍ଦିତା ସ୍ୱାଇଁ , ଡେଲାଙ୍ଗ ବ୍ଳକର ମିଶନ ଶକ୍ତିର ମହାସଂଗର ସମ୍ପାଦିକା ବାସନ୍ତୀ ସାହୁ ଙ୍କ ଉପସ୍ଥିତିରେ ଭଗା ଯାଇଥବା ଗହମ, ବୁଟ, ବାଦାମ ଓ ଚିନି ନିୟମ ଅନୁଯାୟୀ ମିଶ୍ରଣ କରାଯାଇ ଛତୁଆ ପ୍ରସ୍ତୁତି କରାଯାଇଥିଲା ନିଦ୍ଧିଷ୍ଟ ତାରିଖରେ ଏହି ଛତୁଆ ଗୁଡିକ ପ୍ରତି ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚାଇ ଦିଆଯିବ ବୋଲି ସଂଘର ସଭାପେତ୍ରୀ ବିଦ୍ୟଲତା ସ୍ୱାଇଁ କହିଛନ୍ତି ।
     ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts