Breaking News

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଖାମଖିଆଲି ଯୋଗୁଁ ଜଳିଗଲା ଟ୍ରାନ୍ସଫମର

  ପିପିଲି---- ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଦାନଗହିର ଛକ ଆଗରେ ଏକ ବିଦ୍ୟୁତ ଟ୍ରାନ୍ସଫମର  ଜଳିଯାଇଛି ।    ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏହି ଘଟଣା ଘଟିଛି ବୋଲି ଲୋକମାନେ କହନ୍ତି ।  ଖବର ପାଇ ପିପିଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
sakhigopal news
pipili news
B K mhapatra
pipili News

Blog Archive

Popular Posts