Breaking News

କଲେଜ ଛାତ୍ରୀ ର ମୃତ ଦେହ ଜଙ୍ଗଲରୁ ଉଦ୍ଧାର

   କନ୍ଧମାଳ------ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ର ସିରିକି ଡ୍ୟାମ ନିକଟସ୍ଥ ପେଟାଗାଡୁ ପାହାଡ ରେ ଜଣେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ମାନିନୀ ପ୍ରଧାନ ର ମୃତ୍ୟୁ ଦେହ ପୋଲିସ  ଉଧାର କରିଛି । ପାରିପାର୍ଶ୍ବିକ ଅବସ୍ଥା ରୁ ଜଣାପଡୁଛି ମାନିନୀ କୁ କେହି ମାରି ଗଛରେ ଟାଙ୍ଗି ଦେଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ପୋଲିସ ସନ୍ଦେହ କରୁଛି ଏହା ଏକ ପ୍ରେମ ବ୍ୟାପର ବୋଲି । ଏହି ଘଟଣା ଶୁଣି ଲୋକ ଙ୍କ ମନେ ରେ ଭୟ ସୃଷ୍ଟି ହୋଇଛି ଓ ଛାତ୍ରୀ ମାନଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।


କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts