ଲଗାଣ ବର୍ଷାରେ ଭାସିଗଲେ ବାପା ଓ ପୁଅ
![]() |
Kandhamala News |
। ଏହି ସମୟରେ ପ୍ରବଳ ବର୍ଷା ପାଣି ମାଡି ଆସିବାରୁ ବାପା ଓ ପୁଅ ଭାସି ଯାଇ ନିଖୋଜ ହୋଇଥିଲେ ! ଏ ନେଇ ପରିବାର ପକ୍ଷରୁ ବେଲଘର ଥାନାରେ ଅଭିଯୋଗ ହୋଇଥିଲା । ଉଭୟଙ୍କର କୌଣସି ପତ୍ତା ମିଳିନଥିଲା । ନିଖୋଜ ହେବାର ତିନି ଦିନ ପରେ ପୁରେନ୍ଦ୍ର ମାଝୀର ଗଳିତ ଶବ ଆଜି କନ୍ଧମାଳ ଓ ରାୟଗଡା ସୀମାନ୍ତ ଏକ ନାଳରୁ ଉଦ୍ଧାର କରାଯାଇଛି ! ଏବେ ସୁଧା ବାପା ଦିନ ମାଝିଙ୍କର କୌଣସି ସନ୍ଧାନ ମିଳିନଥିବା ବେଲଘର ଥାନା ତରଫରୁ କୁହାଯାଇଛି ! କନ୍ଧମାଳରୁ ମନୋଜ କୁମାର ପଣ୍ଡା