Breaking News

ସାକ୍ଷୀଗୋପାଳ ରେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯିବ

ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ପକ୍ଷରୁ ବାତ୍ୟାରେ ଭାଙ୍ଗି ଯାଇଥିବା ୩୩/୧୧ କେବି ଓ ଏଲଟି ତାର ଓ ବିଦ୍ୟୁତ ଖୁଣ୍ଟ ମରାମତି କରିବା ପାଇଁ ସକାଳ ୮ ଘଟିକା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବ । 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts