ଡେଲାଙ୍ଗ ପଞ୍ଚାୟତ ସମିତି ବୈଠକ
ଡେଲାଙ୍ଗ----- ସାଧାରଣ ନିର୍ବାଚନ ସରିବା ପରେ ଡେଲାଙ୍ଗ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ସମିତିର ସଭା ଗୃହ ପରିସରରେ ଅନୁଷ୍ଠିତ ହେବାକୁଯାଉଛି । ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଫାନି ବାତ୍ୟା ଓ ବିଭିନ୍ନ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି