Breaking News

ସାତଶଙ୍ଖ ଶୀତଳ ଭଣ୍ଡାର ପରିଦର୍ଶନ କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା


satyabadi news pipili news
   ପିପିଲି ------   ପିପିଲି ବ୍ଲକ ଅନ୍ତର୍ଗତ ସାତଶଂଖ ଠାରେ  ଥିବା ଶୀତଳ ଭଣ୍ଡାରରେ ଆଳୁ ଗଜା ହେବା ଘଟଣାରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ର ଏକ ପ୍ରତିନିଧି ଦଳ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ । ଚାଷୀ ମାନେ ଶୀତଳ ଭଣ୍ଡାରରେ  ରଖିଥିବା  ଆଳୁ ଗୁଡିକ ଗଜା ଦେଖିବା ସହିତ ଚାଷୀଙ୍କୁ କ୍ଷତି ପୂରଣ ଦେବାପାଇଁ ଶୀତଳ ଭଣ୍ଡାର ର ଦାଇତ୍ଵରେ ରେ ଥିବା ବ୍ଲକ ଏସଇଓ ସୁରେନ୍ଦ୍ର ଦାଶ ଙ୍କୁ ଜଣାଇ ଥିଲେ  । ଏହି ପ୍ରତିନିଧି ଦଳ ରେ ରାଜ୍ୟ କୃଷକ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଉପସଭାପତି ଦିଲ୍ଲୀପ ସ୍ୱାଇଁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ  , ପିପିଲି  ଓ ଡେଲାଙ୍ଗ ର ବିଜେପି ନେତା ଆଶ୍ରିତ ପଟ୍ଟନାୟକ ଓ ପୁରୀ ଜ଼ିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଙ୍କ ସହିତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ । 
ପିପିଲି ରୁ ବିଜୟ କୁମାର ମହାପାତ୍ର
sakhigopal news
satyabadi news

Blog Archive

Popular Posts