Breaking News

ଜାମ୍ମୁ- କାଶ୍ମରିରୁ ୩୭୦ ଧାରା ଉଛେଦ ପରେ ଅତାବିରାରେ ଖୁସି ମନାଇଲେ ଜନସାଧାରଣ


ବରଗଡ-- ଜାମ୍ମୁ-- କାଶ୍ମୀରିରେ ଲାଗି ରହିଥିବା କଳ୍ପନା ଜଳ୍ପନାର ଶେଷ ଘଟିଛି । ସୋମବାର କେନ୍ଦ୍ର ସରକାର ଏକ ବଡ ଧରଣର ଐତିହାସିକ ନିସ୍ପତି ନେଇଛନ୍ତି । ୩୭୦ ଧାରା ଅନୁସାରେ ଜାମ୍ମୁ -କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ମିଳିଥିଲା  । ଏଣିକି ଜାମ୍ମୁ କାଶ୍ମୀରିରେ କେନ୍ଦ୍ର ସରକାରଙ୍କ ହାତରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ରହିବ । କେନ୍ଦ୍ର ସରକାର ନେଇଥିବା ନିସ୍ପତିକୁ ସ୍ୱାଗତ କରି  ବରଗଡ ଜିଲ୍ଲାର ଅତାବିରା ଏନଏସି ସ୍ଥିତ ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ହନୁମାନ ମନ୍ଦିର ଆଗରେ ଜନସାଧାରଣ ଆତସବାଜି ପୁଟାଇବା ସହ ମିଷ୍ଟାନ ବଣ୍ଟନ କରିଥିଲେ  ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

Blog Archive

Popular Posts