Breaking News

କାର ଓଲଟି ଚାଳକ ଗୁରୁତର ଆହତ


ବାଲିପାଟଣା-/ ବାଲିଅନ୍ତା ---- ବାଲିଅ୍ରନ୍ତାଥାନା ଅନ୍ତର୍ଗତ ରଙ୍ଗବଜାର ଛକ ନିକଟରେ ଏକ ଦ୍ରୁତଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ରବିବାର ବିଳମ୍ବିତ ରାତିରେ ଓଲଟି ପଡିଥିଲା  । ଯାହା ଫଳରେକି ଗାଡିର ଡ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଡ୍ରାଇଭରଙ୍କୁ ଉଦ୍ଦାର କରାଯାଇ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି । କାରନଂ- ଓଡି- ୦୨- ଏୟୁ- ୮୪୨୨  । ଗାଡିଟି ଭଇଁଚୁଆରୁ ଭୁବନେଶ୍ୱର ଯାଉଥିବା ଜଣାପଡିଚି । ଖବର ପାଇ ପୋଲିସ ଦୁର୍ଘଟଣା ଗସ୍ତ ଗାଡିଟଇକୁ ଜବତ କରି ତଦନ୍ତ ଜାରି ରଖିଛି । 
ବାଲିଅନ୍ତାରୁ ନିରଞ୍ଜନ ସେନାପତି

Blog Archive

Popular Posts