Breaking News

ବେଆଇନ ମଦ ଜବତ ଓ ଜଣେ ଗିରଫ



 ସାକ୍ଷୀଗୋପାଳ ---ପ୍ରକାଶ ଥାଉକି ସତ୍ଯବାଦୀ ପୋଲିସ ସଦଳେବଳେ ପ୍ରାଟୋଂଲି  କରୁଥିବା ବେଳେ ଏ ଏସ ଆଇ ଲିଲି ପଣ୍ଡା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ବଡକାଞ୍ଜିଆ ର ଶିବ ଭୋଇ ପିତା-ସ୍ବର୍ଗତ ବାହୁଡା଼ ଭୋଇ ତା ଘରେ ବେଆଇନ ଭାବେ ମଦ ବିକ୍ରି ହେଉଛି । ସଦଳେବେଳେ ବଡକାଞ୍ଜିଆ  ଯାଇ ଚଢ଼ାଉ କରିବାରେ ତା ପାଖରୁ ମୋଟ ୬୫ଟି ଆସ୍କା ମଦ ବୋତଲ,୧୩ ଲିଟର ଜବତ କରିବାରେ ସଫଳ ହେଇଛି ପୋଲିସ ।ଏହି ସମ୍ବନ୍ଧରେ ସତ୍ୟବାଦୀ ଥାନା କେସନଂ ୨୪୫/୨୫ ଏକ ମାମଲା  ରୁଜୁ କରାଯାଇ ମୁଦାଲାକୁ ଆଜି କୋର୍ଟ  ଚାଲାଣ କରାଯାଇଥିବା ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୂଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୮/୨୦୨୫----୨,୩୦ Sakhigopal News,1/8/2025

Blog Archive

Popular Posts