Breaking News

ସମ୍ଭାବନା ପରିବାର ପକ୍ଷରୁ ମାଟି ମାକୁ ଉତ୍ସର୍ଗ ପୂର୍ବକ ବୃକ୍ଷ ରୋପଣ

ଜଟଣୀ  ---:ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ତୃତୀୟ ଦଫାରେ ମାଟି ମା ନାମରେ ଉତ୍ସର୍ଗ ପୂର୍ବକ ଜଟଣୀ ସହର ନିକଟବର୍ତ୍ତୀ କନ୍ତିଆ ପଞ୍ଚାୟତ ଅନ୍ତର୍ଗତ ହରିରାଜପୁର ସୁନ୍ଦରପଦା ରାସ୍ତା ସନିକଟସ୍ଥ ମୁଣ୍ଡିଆ ଉପରେ ବର, ଓସ୍ତ ଓ ଜାମୁକୋଳି ଭଳି ବିଭିନ୍ନ ପ୍ରକାରର ପ୍ରାୟ  ଚାରା ରୋପଣ କରାଯାଇଥିଲା l ଏଥି ସହିତ ଏକ ନିଆରା ଭାବରେ ବିଭିନ୍ନ ଗଛ ମଞ୍ଜିକୁ ମାଟି ପିଣ୍ଡୁଳା ମଧ୍ୟରେ ରଖାଯାଇ ପାହାଡ଼ ଉପରୁ ଫୋପାଡି ଦିଆ ଯାଇଥିଲା l ଉଦେଶ୍ୟ ଥିଲା ବର୍ଷା ହେଲେ ମାଟି ପିଣ୍ଡୁଳା ମଧ୍ୟରେ ଥିବା ମଞ୍ଜି ଗୁଡିକ ସହଜରେ ଅଙ୍କୁର ହୋଇଯିବ l ଏବଂ ଚାରି ରୋପଣ ଅତି ସହଜରେ ହୋଇପାରିବ। ଏଥିର ଅନୁଷ୍ଠାନ ରସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୮/୨୦୨୫---୯,୨୦ Sakhigopal News,10/8/2025

Blog Archive

Popular Posts