Breaking News

ଏଚ.ଏମ୍ ପ୍ଲାଣ୍ଟ ଅପରେଟର ଇଂଞ୍ଜିନିୟରଙ୍କ ଜରୁରୀ କାଳିନ ବୈଠକ



କଣାସ--- ଗତକାଲି ଅଲ ଓଡିଶା ଏଚ.ଏମ୍ ପ୍ଲାଣ୍ଟ ଅପରେଟର ଇଂଞ୍ଜିନିୟର ମାନଙ୍କ ଏକ ଜରୁରୀ କାଳିନ ବୈଠକ ସଂଘର ସ୍ଥାୟୀ ସଭାପତି ନୀଳମଣି ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ କଟକର ମା ଧାକୁଲେଇଙ୍କ ପୀଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ଗଠନର ୪ବର୍ଷ ମଧ୍ୟରେ ଏହା ଥିଲା ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ । କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା କଥା ଆଲୋଚନା କରାଯାଇ ତାହାର ନିରାକରଣ ପାଇଁ ଆପାତତଃ ସ୍ଥିର କରାଯାଇଛି । ଭବିଷ୍ୟତରେ ସଂଘ କିପରି ସକ୍ରୀୟ ଭୂମିକା ଗ୍ରହଣ କରିବ ତାହା ଉପରେ ଆଲୋଚନା କରାଯାଇଥିଲା । କମ୍ପାନ୍ , ମାଲିକ, କର୍ମଚାରୀମାନଙ୍କ ମଧ୍ୟରେ କିପରି ସ୍ୱମୋନୟ ରକ୍ଷା କରାଯାଇ ପାରିବ ତାହା ଉପରେ ଧ୍ୟାନ ଦିଆଗଲା । ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା । 


 କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ,୩୧/୮/୨୦୨୫---୭,୨୫    Sakhigopal News, 31/8/2025


Blog Archive

Popular Posts