Breaking News

ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା



କଣାସ-- କଣାସ ବ୍ଲକ  ଭାଟପଡା ଗ୍ରାମରେ ଅଗ୍ନିକାଣ୍ଡଘଟି ସୁର୍ଦଶନ ପ୍ରଧାନଙ୍କ ୨ବଖରା ବାସଗୃହ ଓ ଆସବାସପତ୍ର ପୋଡି ଯାଇଛି । ଖବର ପାଇ କଣାସରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଖବର ପାଇବାପରେ କଳାପଦର ରାଜ୍ୟସ୍ୱ ନିରୀକ୍ଷ ସୁନିଲ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାଙ୍କୁ ସାନ୍ତନା ଦେବାସହ ଏକ ପଲିଥିନି ପ୍ରଦାନ କରିଛନ୍ତି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୦ା୭ା୨୦୨୫---୮,୧୦ Sakhigopal News,20/7/2025


Blog Archive

Popular Posts