Breaking News

ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ

 



କଣାସ ----  କଣାସ ବ୍ଲକ ଗଡିଶାଗୋଦା ଥାନା ପରିସରଭୁକ୍ତ ହରଷପଡା ଗ୍ରାମରେ ୩ଦିନ ତଳେ ଜମିବାଡିକୁ କେନ୍ଦ୍ରକରି ଏକ ଗଣ୍ଡଗୋଳ ଘଟି କେଶବ ଦଳେଇଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ପତ୍ନୀ ଗଡିଶାଗୋଦା ଥାନାରେ ଏକ ଅଭିଯୋଗ କରିବା ପରେ ୧୧୬/୨୫ରେ ମକଦମା ରୁଜ କରାଯାଇଥିଲା । ଆଇ.ଆଇ.ସି ସୁଧିର ଦାସ ତଦନ୍ତ କରି ହରଷପଡା ଗ୍ରାମର ଅର୍ନ୍ତଯ୍ୟାମି ବିଶ୍ୱାଳ ୪୮ ଓ ଗିତାଞ୍ଜଳି ବିଶ୍ୱାଳ ୩୮ଙ୍କୁ ୨୦୨୩, ୧୦୩ (୨)/୩୦୩(୨)୭୬ବି.ଏନ୍ କେସ୍‌ରେ ଗିରଫ କରି ଆଜି କୋର୍ଟଚାଲଣ କରିଥିବା ଜଣାପଡିଛି । 

କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୦ା୭ା୨୦୨୫---୮,୧୦  Sakhigopal News,20/7/2025


Blog Archive

Popular Posts