Breaking News

ସାକ୍ଷୀଗୋପାଳରେ ତୁଳସୀ ଯାତ୍ରାକୁ ସ୍ୱାଗତ


ସାକ୍ଷୀଗୋପାଳ ----- ସତ୍ୟବାଦୀରେ କଂଗ୍ରେସ ଦଳ ପକ୍ଷରୁ କରାଯାଇଥିବା ତୁଳସୀ ଯାତ୍ରାକୁ ସାକ୍ଷୀଗୋପାଳ ଉଁଆସଡିହ ଗ୍ରାମ ଠାରେ ସ୍ୱାଗର୍ତ କରାଯାଇଥିଲା । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତାଙ୍କ ତତ୍ୱବଧାନରେ ସଂକୀର୍ତ୍ତନ ଦଳ ସହିତ କିଛି ମହିଳା ପୁରଷ ଲୋକମାନେ ତୁଳସୀ ରଥକୁ ଭର୍ବ ସ୍ୱାଗତ କରିବା ସହ ସଂଗ୍ରହ କରାଯାଇଥିବା ତୁଳସୀକୁ  ପ୍ରଦାନ କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୩----୭,୧୦

Blog Archive

Popular Posts