Breaking News

ସତ୍ୟବାଦୀ ବିକାଶ ପରିଷଦର ବନ୍ଧୁ ମିଳନ

 


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବିକାଶ ପରିଷଦର ବରାଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠ।।ନର ସଭାପତି ଗୁଣ୍ଡିଚା ବରାଳଙ୍କ ଅ୍ମକ୍ଷତାରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ବର୍ଷକୁ ଅଭିନନ୍ଦନ ଜଣାଇବା ସହ ପୁରାତନ ବର୍ଷକୁ ବିଦାୟ ଦେଇଥିଲେ । ଅନୁଷ୍ଠିତ ସଭାରେ ସମ୍ପାଦକ ଅମର ନନ୍ଦ,  ବିଶ୍ୱଜିତି ଶତପଥୀ, ରାଜେନ୍ଦ୍ର ହୋତା, ଧଇଁ ଭାଇ, ସତ୍ୟବାଦୀ ଦାଶ ,ପ୍ର‘ୁଲ ଚନ୍ଦ୍ର ମିଶ୍ର, ହୃଷିକେସ ମିଶ୍ର, ସଖୀମଣି ବରାଳ, ଲିଲି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଫେବୃୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଚାର୍ଯ୍ୟ ହରିହରଙ୍କ ଜୟନ୍ତ୍ରୀ ସମ୍ପର୍କରେ ଆଲେଚନା କରାଯାଇଥିଲା । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧---୮,୧୦

Blog Archive

Popular Posts