Breaking News

ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ




 ଡେଲାଙ୍ଗ ----  ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ଏକ ତଳିଆ ଅଞ୍ଚଳ ଭାବେ ବେଶ ପରିଚିତ । ଉକ୍ତ ଗ୍ରାମରେ ପ୍ରାୟ ୧୫୦ ପରିବାର । ପ୍ରାୟ ସମସ୍ତେ କୃିଷି ଉପରେ ନିର୍ଭର ଶୀଳ । ପନି ପରିବା ସହ ମାଛ ଚାଷ ପାଇଁ ଉକ୍ତ ଗ୍ରାମ ବେଶ ପରିଚିତ । ଏବେ ଉକ୍ତ ଗ୍ରାମଟି ବାହ୍ୟ ଜଗତରୁ ସମ୍ପୁର୍ଣ୍ଣର୍ ବିଚ୍ଛିନ୍ନ ହୋଇଯାଇଛି । ଗ୍ରାମର ଚାରିପଟେ ବନ୍ୟା ପାଣିରେ ବୁଡିଥିବା ବେଳେ ଗ୍ରାମ ଦାଣ୍ଡରେ ବନ୍ୟା ପାଣି ଲହଡିଭାଙ୍ଗୁଛି  ଦଳିତ ବସ୍ତି ପାଣିରେ ବୁଡି ଗଲାଣି । ତୁରନ୍ତ ଡଙ୍ଗା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ବ୍ଳକ ପ୍ରଶାସନ ପାଖରେ ଦାବି କରିଛନ୍ତି ।   ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts