ପୋଲିସ କାର୍ଯ୍ୟରେ ବାଧା ଦେଇ ମହିଳା ଗରିଫ
ସାକ୍ଷୀଗୋପାଳ -------ପୋଲିସକୁ ତାର କାର୍ଯ୍ୟରେ ବାଧା ଦେଇ ଜଣେ ମହିଳାଗିରଫ ହୋଇଛନ୍ତିା ସୁଚନାଯୋଗ୍ୟ ଯେ ଥାନା କେସନଂ୩୦୬ା୨୦ କେସରେ ଅଭିଯୁକ୍ତି ଙ୍କୁ ଗିରଫ କରିବା ସମୟରେ ଅଭିଯୁକ୍ତ ପୁଅର ମା , ବାପା ବିରୋଧ କରିବା ସହ ହାବିଲଦାରଙ୍କୁ ଆକ୍ରମଣ କରିଥିଲେ । ସତ୍ୟବାଦୀ ଥାନା ଉପ ଆରକ୍ଷୀ ନୀରିକ୍ଷିକା ଶୁଭଶ୍ରୀ ପିୟଦର୍ଶନୀ ନନ୍ଦଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ୩୧୦/୨୦ ରେ ଏକ କେସରୁଜ କରି ପ୍ରମିଳା ନାୟକଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲଣ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି