୫ କିଲୋଭାଙ୍ଗ ଜବତ; ଜଣେ ଗରିଫ
ସାକ୍ଷୀଗୋପାଳ --------ସତ୍ୟବାଦୀ ପୋଲିସ ପ୍ରାଟୋଲିଂ କରିବା ସମୟରେ ସୁଆଣ୍ଡୋ ସେତୁ ଉପରେ ଜଣେ ଯୁବକ ମଟର ସାଇକେଲରେ ୫ କିଲୋ ଭାଙ୍ଗ ନେଇଥିବା ବେଳେ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବିଦ୍ୟାଧରପୁର ଗ୍ରାମର ଦେବେନ୍ଦ୍ର ନାଥ ପ୍ରଧାନ ଓଆର- ୧୩ ଡି, ୪୬୪୨ହିରୋହୁଣ୍ଡା ମଟର ସାଇକେଲରେ ନେଉଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି । ପୋଲିସ ୩୧୧/୨୦ ରେ କେସରୁଜ କରି ଆଜି କୋର୍ଟ ଚାଲାଣ କରିଥବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି