Breaking News

ଫଜିଓ ଟେକ ସେଣ୍ଟର ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ ପାଳିତ


 ସାକ୍ଷୀଗୋପାଳ--  ସାକ୍ଷୀଗୋପାଳ ଫିଜିଓ ଟେକ ସେଣ୍ଟର ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକଡାକ୍ତର ସୁନିଲ କୁମାର ପତାକା ଉତ୍ତୋଳନ କରିଥିଲେ । ଦିବ୍ୟାଙ୍ଗ ମାନଙ୍କୁ ମାଗଣାରେ ଚିକିତ୍ସା କରାଯିବାସହ ଫଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସହଯୋଗୀ ଗଜେନ୍ଦ୍ର ପ୍ରଧାନରାକେଶ ରାଉତ, ମମତା ବେହେରା, ପ୍ରଣତି ପ୍ରଧାନ ଓ ଆଲୋକ ଖୁଣ୍ଠିଆ ପ୍ରମୁଖ ଉପସ୍ଥିତ ରହିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts