Breaking News

ଗବକୁଣ୍ଡ ବଜାର ଗୁରୁବାର, ଶୁକ୍ରବାର ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ

ସାକ୍ଷୀଗୋପାଳ---- ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ସୁଆଁଲେ ଗ୍ରାମରେ କରୋନା ପଜେଟିଭି ବାହାରିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ଗବକୁଣ୍ଡ ବଜାରକୁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ସକାଳ୬ ଠାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ତା ପରଠାରୁ ଲକ ଡାଉନ ଜାରି କରାଗଲା ବୋଲି ବିଡିଓ ସରୋଜ କୁମାର ଦତ୍ତ ଘୋଷଣା କରିଛନ୍ତି । ସ୍ଥାନୀ ୟ ସରପଞ୍ଚ ବାସନ୍ତୀ ବେହେରା ଏ ସମ୍ପର୍କରେ ସମସ୍ତ ବ୍ୟବସାୟୀ ମାନଙ୍କୁ ଅବଗତ କରାଇଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts