Breaking News

ମୋରମ ଟ୍ରକ ଜବତ; ଗାଡି ଚାଳକ ଥାନାରେ ଅଟକ


ଡେଲାଙ୍ଗ-----ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ବେଆଇନ ଭାବେ ମୋରମ ନେଇକି ଯାଉଥିବା ଏକ ଟ୍ରକକୁ ପିଛା କରି ଥାନା ନିକଟରେ ଅଟକାଇଥିଲେ । ଗାଡି ନଂ ଓଆର, ୦୨, ଏଜେ- ୬୨୩୫ ବୋଲି ଜଣାପଡିଛି । ଗାଡି ଚାଳକ କେ ଫର୍ମ ଦେଖାଇ ପାରିନଥିଲା । ବେଗୁନିଆପଡା ଅଞ୍ଚଳରୁ ମୋରମ ଆଣିଥିବା ପ୍ରକାଶ କରିଥିଲା । ତହସିଲଦାର ଶ୍ରୀ ଆଚାରିଆ ବେଆଇନ ଭାବେ ମୋରମ ଚାଲାଣ କରିବା ଅଭିଯୋଗରେ ଏକ କେସରୁଜ କରିଥିବାର ଜଣାପଡିଛି । ଥାନାରେ ଗାଡିସହିତ ଗାଡି ଚାଳକ ଅଟକ ରହିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts