Breaking News

ଓଡ଼ଗାଁବ୍ଲକ ଅଞ୍ଚଳରୁ ୫ କରୋନା ଚିହ୍ନଟ



ଓଡ଼ଗାଁ/କୁରାଳ- ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଅଞ୍ଚଳ ବାସୀଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ଆଜି ପୁଣି ଓଡ଼ଗାଁ ବ୍ଲକ ଅଞ୍ଚଳରୁ ନୂଆଁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜିର ନୁଆଁ ୫ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ଗାଁ ଅଞ୍ଚଳରେ ଆକ୍ରାନ୍ତଙ୍କର ସଂଖ୍ୟା ୧୧୧ରେ ପହଂଚିଛି ।
ଆଜି ଚିହ୍ନଟ ହୋଇଥିବା ନୁଆଁ ୫ ଆକ୍ରାନ୍ତଙ୍କର ମଧ୍ୟରୁ ଓଡ଼ଗାଁଏନ.ଏସିରୁ ୨,ମଶାବାରୀ ୧ ,ଶିଖରପୁର ୧ ମାଛିପଡା ୧ ଅଟନ୍ତି ବୋଲି ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ 

Blog Archive

Popular Posts