ରାସ୍ତାରେ ଚାର ରୋପଣ
ବରୀ-ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ସମାଜସେବୀ ଅଜୟ କୁମାର ଦାସ ଓ ସଦାନନ୍ଦ ମଲ୍ଲିକଙ୍କ ମିଳିତ ଉଦ୍ୟମରେ ଚାରା ରୋପଣ କରାଯାଇଥିଲା ।ସୁଜିତ କୁମାର ମଲ୍ଲିକ,ବାପି ମଲ୍ଲିକ,କୁନି ମଲ୍ଲିକ ପ୍ରମୁଖ ସଂଗୁଆଗଦେଇ ପୁରକୁ ସଂଖାରି ଗଡାରୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନୂତନ ରାସ୍ତାର ଦୁଇ କଡ଼ରେ ୩୦ ଟିରୁ ଉର୍ଦ୍ଧ ଆକାଶି ଓ ଦେଵଦାରୁ ଗଛର ଚାରା ରୋପଣ କରିଛନ୍ତି। ଗଛ ଗୁଡିକ ସୁରକ୍ଷିତ ରହିବା ପାଇଁ ବାଡ଼ା ର ବ୍ୟବସ୍ଥା କରାଯିବ ବୋଲି ଦାସ ଓ ମଲ୍ଲିକ କହିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂଶା କରାଯାଇଛି। ବରୀ ରୁ ଦର୍ଶନ ବେହେରା