Breaking News

ଭଲ ଖବର :ଓଡ଼ଗାଁ ବ୍ଲକ ଅଞ୍ଚଳରୁ ୧୩ ସୁସ୍ଥ


ଓଡ଼ଗାଁ/କୁରାଳ- ଓଡ଼ଗାଁ ବ୍ଲକ ଅଞ୍ଚଳ ବାସୀଙ୍କ ନିମନ୍ତେ ଖୁସି ଖବର । ଧୀରେ ଧୀରେ ସୁସ୍ଥ ହେଇ ଫେରୁଛନ୍ତି କରୋନା ଆକ୍ରାନ୍ତ । ବର୍ଦ୍ଧିତ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ଗାଁ ଅଞ୍ଚଳବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଆଜି ସୁସ୍ଥ ହୋଇଥିବା ୧୩ ଜଣଙ୍କ ଖବର  ଜନସାଧାରଣଙ୍କୁ ଟିକିଏ ଆଶ୍ୱସ୍ତି  ପ୍ରଦାନ କରିଅଛି ।ଆଜି ସୁସ୍ଥ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ସୁନାମୁଁହିଁର ୮ଜଣ ହୋଇଥିବା ବେଳେ କୁରାଳର ୫ ଜଣ ଅଟନ୍ତି ବୋଲି ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଅଛି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts