Breaking News

ମାରୁତି ସେନା ପକ୍ଷରୁ ରକ୍ତଦାନ

ପୁରୀ ------ ରାଜ୍ୟରେ କରୋନା ସମୟରେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟସ୍ଥ ବୁଡିମରା ଗ୍ରାମର ବାଦଲ କୁମାର ପ୍ରଧାନ ଏକ ଛୋଟ ପିଲାକୁ କରୋନା ଠାରୁ ଆହୁରି ଭୟଙ୍କର ରୋଗ ଥାଲାସିମିଆ ରୋଗରେ  ଆକ୍ରନ୍ତ । ପିଲାଟିର ରକ୍ତ ଦରକାର । ଖବର ପାଇ  ସତ୍ୟବାଦୀ ମାରୁତି ସେନା ପକ୍ଷରୁ ରକ୍ତଦାନ କରାଯାଇଛି । ସତ୍ୟବାଦୀ ମାରୁତି ସେନା ଶାଖାର ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ବାବୁଲି ପ୍ରଧାନ, ସିକାନ୍ତ ସାହୁ, ରତ୍ନାକର ସାହୁ, ମିଲନ ସାହୁଙ୍କ ଉପସ୍ଥିତିରେ ସୁସାନ୍ତ କୁମାର ସାହୁ ରକ୍ତଦାନ କରିଥିଲେ ।
 ଧୀରେନ୍ଦ୍ର ସେନାପତି 

Blog Archive

Popular Posts