Breaking News

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ବିୟୋଗରେ ଶୋକ

କୁଜଙ୍ଗ----ଓଡିଶା ଯୁବ ମାନସର ପ୍ରତୀକ ତଥା ସମାଜକୁ ସବୁବେଳେ ସୁନ୍ଦର ବାର୍ତା ଦେଉଥିବା ଭୁବନେଶ୍ୱର ଜଣାଶୁଣା ସମାଜସେବୀ ଆଦିତ୍ୟ ଦାସଙ୍କ ଅକାଳ ବିୟୋଗରେ କୁଜଙ୍ଗ ଯୁବ ଗୋଷ୍ଠୀ ମଧ୍ୟରେ ଶୋକର ଛାଇ ଖେଳି ଯାଇଛି । ଶ୍ରୀ ଦାସଙ୍କ ଏହି ଅକାଳ ବିୟୋଗରେ ଛାତ୍ର ନେତା ସନ୍ତୋଷ କୁମାର ବିଶ୍ୱାଳ, ସୋସାଇଟି ଚେଞ୍ଜର ସଭାପତି ସାରଦା ପ୍ରଶାଦ ଦାସ, ଚିନ୍ମୟ ନାଥ, ଗିରିଜା ପ୍ରସାଦ ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେ ସମାଜସେବୀ ଶ୍ରୀ ଦାସଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ସେ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts