Breaking News

ବାଘୁଆଛକଠାରେ ପୋଲିସ ଚେକିଙ୍ଗ କଡାକଡି


ଓଡ଼ଗାଁ/କୁରାଳ- ଗତ ଦୁଇ ଦିନ ତଳେ ଗଞ୍ଜାମ - ନୟାଗଡ଼ ସୀମାନ୍ତବର୍ତ୍ତି ବାଘୁଆଛକ ଠାରେ ନୟାଗଡ ସୀମାକୁ ପ୍ରଶାସନ ତରଫରୁ ସିଲ କରାଯାଇଛି ।ଗତକାଲି ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ଚେକିଙ୍ଗ ସ୍ଥଳଠାରେ ଉପସ୍ଥିତ ରହି କଡାକଡି ଭାବରେ ଚେକିଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଚେକିଙ୍ଗ ସମୟରେ କେବଳ ଅତ୍ୟାବଶ୍ୟକ ଏବଂ ଜରୁରୀକାଳୀନ ସେବା ଯଥା ସ୍ବାସ୍ଥ୍ୟ ସେବାକୁ ଯିବା ପାଇଁ ଅନୁମତି ଦିଆଯାଇଛି।
ଏହି ଚେକିଙ୍ଗ ସମୟରେ କୋଭିଡ ନିୟମ ଉଲ୍ଲଂଘନ ନ ହୁଏ  ବିଶେଷ ଧ୍ୟାନ ଦିଆଯାଉଥିବା ଜଣାପଡିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts