 |
| Delang News |
ଡେଲାଙ୍ଗ -----ହାଟ ଡେଲାଙ୍ଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରେର ନିଦାନ କେନ୍ଦ୍ରର ଗୃହ ପରିସରରୁ ଏକ ନାଗ ସାପ ଉଦ୍ଦାର କରାଯାଇଛି । ଆଜି ଅପରାହ୍ନରେ ରୋଗୀ ମାନେ ପଳାଇ ଯିବା ପରେ ଏକ ନାଗ ସାପ ଘରେ ଥିବା କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ । ପାଟିତୁଣ୍ଡ ଶୁଣି ସାପଟି ଭୟରେ ଘର ଭିତରକୁ ପଶିଯାଇଥିଲା । ଉଦୟପୁର ଗ୍ରାମର ସାପ ଧରାଳି ପ୍ରହଲ୍ଲାଦ ପ୍ରଧାନଙ୍କୁ ପୋନ ଯେ।।ଗେ ଡକାଯାଇଥିଲା । ସେ ଖବର ପାଇ ସେଠାରେ ପହଞ୍ଚି ସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ! ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି