Breaking News

ଅସ୍ଥାୟୀ ପୋଲ ପ୍ରବଳ ବର୍ଷାରେ ଧୋଇଗଲା

  ବାଲିଗୁଡ଼ା----   ବାଲିଗୁଡା ୫୯ ନମ୍ବର ଜାତୀୟ ରାଜପଥ ବାଟାଗୁଡା ଠାରେ ଥିବା ସଅସ୍ଥାୟୀ ପୋଲ ଲଘୁଚାପ ଜନିତ ପ୍ରବଳ ବର୍ଷାରେ  ଧୋଇ ସୋଇଯାଇଛି ।  ଫଳରେ ଦୂରଦୂରାନ୍ତ ଆସିଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ଖବର ପାଇ  ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ନଗର ଉପାଧକ୍ଷ ଲୋକନାଥ ପାଢ଼ୀ,ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ  ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ଘଟଣା ସ୍ଥଳରେ ପହଞ୍ଚିଥିଲେ ।  ଲୋକଙ୍କ ସମସ୍ୟା ବୁଝିବାସହ ଧୋଇ ହୋଇ ଯାଇଥିବା କଲଭଟକୁ ଯୁଦ୍ଧକାଳୀନ ଭିତ୍ତିରେ ଜେସିପି ମେସିନ ସାହାଯ୍ୟରେ  ମରାମତି କରିବା ପରେ ଯାତାୟତ ଲୋକମାନେ କରିଥିଲେ
Baliguda Photo
 ।
ବାଲିଗୁଡ଼ାରୁ ସୁରେଶ କୁମାର ପଣ୍ଡା

Blog Archive

Popular Posts