Breaking News

ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରୁ ଚୋରି ; ୫ ଗିରଫ,

ଯାଜପୁର-+-++-- ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ଚୋରି  ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୬ ଲକ୍ଷ ଟଙ୍କାର ଷ୍ଟିଲ୍‌ ପ୍ଲେଟ ଜବତ କରାଯାଇଛି । ଗିରଫ ଚୋରଙ୍କଠାରୁ ଗୋଟିଏ ଟ୍ରେଲର ଓ ଏକ କାର ଜବତ କରାଯାଇଥିବା ପୋଲିସ ଠାରୁ ପ୍ରକାଶ ।
ଧୀରେନ୍ଦ୍ର ସେନାପତି

Blog Archive

Popular Posts