Breaking News

ନୟାଗଡ଼ ଉପ୍ କାରାଗାରରୁ କଏଦୀ ଫେରାର

ନୟାଗଡ଼ ----- ନୟାଗଡ଼ ଉପ୍ କାରାଗାରରୁ ଆଜି ଜଣେ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁଇ ଦିନ ରେ ଦୁଇ ଜଣ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୁଚନା ଅନୁସାରେ ହିମାଂଶୁ ନାୟକ ବିଚାରଧୀନ କଏଦୀ ଭାବେ ନୟାଗଡ଼ ଉପ କାରାଗାରରେ ରହିଥିଲେ । ଆଜି ଅପରାହ୍ନରେ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଜେଲ ସୁପରଟେଣ୍ଡେଡ ସଦର ଥାନା ରେ ଅଭିଯୋଗ କରିଛନ୍ତି । ଫେରାର କଏଦୀ ଙ୍କୁ ଧରିବା ପାଇଁ  ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts