Breaking News

ଧଉଳି ଛକ ଠାରୁ ଶ୍ରୀକ୍ଷେତ୍ର ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ପର୍ଯ୍ୟନ୍ତ ରାଜପଥ କରରେ ବୃକ୍ଷ ରୋପଣ


ବାଲିଅନ୍ତା / ବାଲିପାଟଣା-----  ଆସନ୍ତା ଅଗଷ୍ଟ ୩ ତାରିଖ ଶନିବାର ପୂର୍ବାହ୍ନ ୧୧ ଟିକା ସମୟେ ୨୦୩-ଜାତୀୟ ରାଜପଥ ଦୟାନଦୀ ସେତୁ ସନ୍ନିକଟ ଧଉଳି ଛକ ଠାରୁ ଶ୍ରୀକ୍ଷେତ୍ର ,ପୁରୀ ଯାଏଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଛି । ମାଳତିପାଟପୁର ନୂଆ ବସଷ୍ଟାଣ୍ଡ ନିକଟରେ ବୃକ୍ଷରୋପଣ ସଚେତନତା ସମ୍ପର୍କିତ  ଏକ ବିରାଟ ଜନସଭା ଘ ୧ଟିକା ସମୟେ ଆୟୋଜିତ ହେବ ବୋଲି ଜଣାପଡିଛି । ସମ୍ପୃକ୍ତ   ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଆପଣଙ୍କ  ଉପସ୍ଥିତି ଓ ସକ୍ରିୟ ସହଯୋଗ ଏକାନ୍ତ କାମ ।
llସଜାଗ ପରିବାରll
ବାଲିଅନ୍ତା ଓ ବାଲିପାଟଣାରୁ ନିରଞ୍ଜନ ସେନାପତି

Blog Archive

Popular Posts