Breaking News

କାକଟପୁରରେ ମେଗା ରକ୍ତଦାନ ଶିବିର

କାକଟପୁର -----  ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ କାକଟପୁର ବସଷ୍ଟାଣ୍ଡ ସ୍ଥିତ ପଦ୍ମଚରଣ ସାମନ୍ତସିଂହାର ଟ୍ରଷ୍ଟ ପରିସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି  । ମା ମଙ୍ଗଳା ମୋବାଇଲ ସଙ୍ଘ କାକଟପୁର, ଅସ୍ତରଙ୍ଗ,  ୟୁଥ ମାସ କାକଟପୁର  ନୀଳ ମାଧବ ଯୁବକ ସଙ୍ଘ ଏବଂ ଆମ ଓଡିଶା ମିଳିତ ସହଯୋଗରେ ଏକ  ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ  । ୧୦ଟା ଠାରୁ ଅପରାହ୍ନ ୨ଟା  ପର୍ଯ୍ୟନ୍ତ  ଏହି ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ।  ଆପଣଙ୍କ ପ୍ରଦତ୍ତ ଦାନ ରକ୍ତ ଅନ୍ୟ କାହାର ଜୀବନ ବଞ୍ଚାଇ ପାରେ ।   ରକ୍ତଦାନ ମହା ପୁଣ୍ୟ । ଏହି ରକ୍ତଦାନ ଶିବିରରେ ଅଧିକ ସଂଖ୍ୟାରେ ଯୁବକ ଯୁବତୀ ମାନେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି । ଧୀରେନ୍ଦ୍ର ସେନାପତି

Blog Archive

Popular Posts