Breaking News

ପୂର୍ବ ଶ୍ରତୁତାକୁ ନେଇ ଗୃହ ଦାହ, ମହିଳାଙ୍କୁ ମାଡ ଅଭିଯୋଗରେ ତିନି ଗିରଫ

 ଡେଲାଙ୍ଗ  ------ ଡେଲାଙ୍ଗ ଥାନା ଅନ୍ତର୍ଗତ ପଥରଡିହ ଗ୍ରାମର ବିଶ୍ୱନାଥ ସ୍ୱାଇଁଙ୍କ ସହିତ ଶିବୁନା ସ୍ୱାଇଁଙ୍କ ପରିବାର ମଧ୍ୟରେପୂର୍ବ ଶ୍ରତୁତାକୁ ନେଇ ଗୃହ ଦାହ,ମହିଳାଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେବା ସହ ଜୀବନରେ ମାରି ଦେବାକୁ ଧମକଦେଇଥିଲେ । ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ବିଶ୍ୱନାଥ ସ୍ୱାଇଁ  ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ପୋଲିସ ଶିବୁନା ସ୍ୱାଇଁ, କାଳିକା ସ୍ୱାଇଁ ପଥରଡିହ ଗ୍ରାରମ ହୋଇଥିବା ବେଳେ ଟାଙ୍ଗୀଭଁସର ଗ୍ରାମର ସଂଞ୍ଜୟ ପାଇକରାୟଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧----୬,୩୫ 

Blog Archive

Popular Posts