ତିନୋଟି ବ୍ରହ୍ମ କମଳ ଫୁଲ ଫୁଟିଲା
ଓଡଗାଁ କଲେଜ ରୋଡ଼ କଲ୍ୟାଣୀ ସାହି ନିବାସୀ ପଠାଣି ସ୍ୱାଇଁଙ୍କ ବଗିଚା ରେ ୩ ଟି ବ୍ରହ୍ମ କମଳ ପୁଷ୍ପ ଫୁଟିଛି। ଏ ମନୋରମ ଫୁଲଟିକୁ ଦେଖିବା ପାଇଁ ସେଠାରେ ବହୁତ ଜନସମାଗମ ହୋଇଥିଲା । ବହୁତ ଲୋକ ସେହି ପୁଷ୍ପ କୁ ପୂଜା କରିଥିଲେ ଆସନ୍ତାକାଲି ସକାଳ ସମୟରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ମନ୍ଦିର ରେ ଲାଗି କରିବା ପାଇଁ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି
।
ରାଜୀବ ଲୋଚନ ବରାଡ଼ ଓଡ଼ଗାଁ