Breaking News

ଓଡ଼ଗାଁ ଅଞ୍ଚଳରେ ପୁଣି ୨ ଆକ୍ରାନ୍ତ ଚିହ୍ନଟ


 ଓଡ଼ଗାଁ/କୁରାଳ - ନୟାଗଡ ଜିଲ୍ଲା ଓଡ଼ଗାଁ  ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଅଛି । ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଅଛି ।
ଉକ୍ତ ଦୁଇ ଆକ୍ରାନ୍ତଙ୍କର ମଧ୍ୟରୁ ଜଣେ ପୁରୁଷ (୫୩)ସୁନାମୁଁହିଁ ଗ୍ରା.ପର ଖଙ୍ଗାର ପଲ୍ଲୀ ଅଞ୍ଚଳର ଏବଂ ଜଣେ ମହିଳା(୫୫) ଗିରିଡିପଲ୍ଲୀ ଗ୍ରା.ପର ଅଟନ୍ତି । ଉକ୍ତ ମହିଳା ଜଣଙ୍କ ପ୍ରଥମ ବାହ୍ୟଆକ୍ରାନ୍ତଙ୍କର ସଂସ୍ପର୍ଶରେ ଆସିଥିବା ଏକ ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts