Breaking News

ଓଡ଼ଗାଁବ୍ଲକ ଅଞ୍ଚଳରୁ ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ- କରୋନା ଆକ୍ରାନ୍ତଙ୍କର ବର୍ଦ୍ଧିତ ସଂଖ୍ୟା ଓଡ଼ଗାଁ ଅଞ୍ଚଳବାସୀଙ୍କର ନିଦ ହଜାଇଦେଇଛି।ପୁଣି ଆଜି ଓଡ଼ଗାଁ ଅଞ୍ଚଳରୁ ୧୮ଜଣ ନୁଆଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  ।
ଆଜିର ନୁଆଁ ଆକ୍ରାନ୍ତମାନଙ୍କ ମଧ୍ୟରୁ ସୁନାମୁଁହି ରୁ ୧୫ ,କୁରାଳ ୧,କୋମଣ୍ଡ ୧ ଏବଂ ଗିରିଡିପଲ୍ଲୀଅଞ୍ଚଳର ଜଣେ ଅଟନ୍ତି ବୋଲି ଅସମର୍ଥୀତ ସୂତ୍ରରୁ ଖବର ମିଳିଛି । ଆଜିର ନୁଆଁ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ଗାଁ ଅଞ୍ଚଳରେ ଆକ୍ରାନ୍ତଙ୍କର ସଂଖ୍ୟା ୧୦୫ରେ ପହଞ୍ଚିଛି ।ଉକ୍ତ ୧୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମହିଳା ୪,ପୁରୁଷ ୧୧,ଏବଂ ଶିଶୁ ୩ ଅଟନ୍ତି ବୋଲି ଜଣାପଡିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts