Breaking News

ଓଡ଼ଗାଁରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ- ନୟାଗଡ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । କମିବାରେ ନାଁ ନେଉନାହିଁ ।ଆଜି ପୁଣି ଜଣେ  ନୂଆ କରୋନା ପଜିଟିଭ  ଚିହ୍ନଟ ହେଇଛନ୍ତି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ଓଡ଼ଗାଁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି ।  ସେଥି ମଧ୍ୟରୁ ବାହ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ବିଶେଷ ସୂତ୍ରରୁ ଖବର ଅନୁଯାୟୀ ନୂଆ ଆକ୍ରାନ୍ତ ଜଣଙ୍କ ଅଷ୍ଟମ ବାଟାଲିୟାନ ଫୋର୍ସର ଜଣେ କର୍ମଚାରୀ ବୋଲି ଅସମର୍ଥୀତ ସୂତ୍ରରୁ ଜଣାପଡିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts