ବେଗୁନିଆ ------ବେଗୁନିଆ ଥାନା ଗଡମାଣିତୀର ପଞ୍ଚାୟତ ଅନ୍ତର୍ଗତ ଛିଆମ ଗ୍ରାମର ପ୍ରସନ୍ନ କୁମାର ଗୁମାନସିଂହ(୪୦) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ବୋତଳମା ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଉଥିବା ସମୟରେ ବାଟରେ ମୃତ୍ୟୁ ବରଣ କରିଥିଲେ । ପରେ ବେଗୁନିଆ ଥାନାରେ ଏକ ୧୨/୨୦ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା
ହୃଦଘାତରେ ଯୁବକଙ୍କ ର ମୃତ୍ୟୁ
Reviewed by sakhigopal news
on
16:03
Rating: 5