ଓଡ଼ଗାଁ ବ୍ଲକ ଅଞ୍ଚଳରେ ପୁଣି ୨୫ଜଣ ନୁଆଁ ଆକ୍ରାନ୍ତ ଚିହ୍ନଟ
ଓଡ଼ଗାଁ/କୁରାଳ - ବଢୁଛି ଓଡ଼ଗାଁ ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା । ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କର ସଂଖ୍ୟା ତୁଳନାରେ ଓଡ଼ଗାଁ ବ୍ଲକ ସର୍ବାଗ୍ରେ ରହିଅଛି । ଆଜି ଚିହ୍ନଟ ହୋଇଥିବା ୨୫ନୂଆଁ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁ ଥାନାରୁ ୨,ଲଣ୍ଡାବାଦୁ ୩,ସୁନାମୁଁହିଁ ୨,ଭାଗବତୀପ୍ରସାଦ ୨,ଗିରିଡିପଲ୍ଲୀ ୩,କୁରାଳ ତୋଟାସାହି ୯,ଓଡ଼ଗାଁ ବଜାର ସାହି ୧,ଖାଡିତେଲି ସାହି ୨,ଅନ୍ୟାନ୍ୟ ୧ ଆକ୍ରାନ୍ତ ଥିବା ଜଣାପଡିଛି ।ଏହି ସମସ୍ତ ଆକ୍ରାନ୍ତ ସମସ୍ତ ସ୍ଥାନୀୟ ଅଟନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ