 |
Sakhigopal News |
ସାକ୍ଷୀଗୋପାଳ --- ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ୧୨୧ଟି ବିଦ୍ୟାଳୟ ମଧ୍ୟରୁ ୧୬୮ ଜଣ ଛାତ୍ର ଛାତ୍ରୀ ବୃତ୍ତି ପରୀକ୍ଷା ଦେଇଛନ୍ତି । ବାଳକ ଉଚ୍ଚ ବିଦ୍ୟାଳୟରେ ୭ଟି କଷ୍ଟରରୁ ୯୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାପାଇଁ ରହିଥିବା ବେଳେ ୯୧ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଜଣେ ଛାତ୍ର ଅନୁପସ୍ଥିତ ରହିଥିଲେ । ସେହପିରି ସରକାରୀ ବାଳିକା ହାଇସ୍ଲୁଲରେ ୭୬ ଜଣ ପିଲା ପରୀକ୍ଷା ଦେଇଥବା ଏବିଇଓ ଆରତ୍ତତ୍ରାଣ ମିଶ୍ରଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି