ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସାକ୍ଷୀଗୋପାଳରେ ବିଦ୍ୟୁତ କାଟ ହେବ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡର ଫାନି ବାତ୍ୟାରେ ସବୁଠାରୁ ଅଧିକ୍ କ୍ଷୟକ୍ଷତି ହୋଇଥିବା ବିଦ୍ୟୁତ ବିଭାଗ । ଆଜକୁ ଠିକ ତିନି ମାସ ପରେ ବାତ୍ୟା ହୋଇଥିଲା । ଏହାର ରକ୍ଷଣା ବେକ୍ଷଣ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ସକାଳ ୮ ଘଟିକା ଠାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବ ବୋଲି ବିଭାଗୀୟ ପକ୍ଷରୁ ଡାକବାଜି ଦ୍ୱାରା ଉପଭୋକ୍ତା ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି