Breaking News

ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ; ୧ ମୃତ୍ୟୁ ୧୦ ଆହତ

କଟକ  -----  କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମ ମଧ୍ୟରେ ଆଜି ସକାଳେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୧୦ରୁ ଅଧିକ ଆହତ ହୋଇ କଟକ ଓ ବିଭିନ୍ନ ମେଡ଼ିକାଲ୍ ରେ ଚିକିତ୍ସା ହୋଉଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ପଠାଇଛନ୍ତି । ଦୁଇ ଗ୍ରାମରେ ଚାପ ଉତ୍ତୋଳନ ଲାଗି ରହିଛି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts